ଅଳିଆ ଗଦାରୁ ଠାବ ହେଲା ମୃତ ଶିଶୁପୁତ୍ର
ଓଏଲ୍ ବ୍ୟୁରୋ : ମଣିଷପଣିଆ ନ୍ୟୂନ ସ୍ତରରେ ପହଂଚି ଗଲା କି ? ପୂର୍ବରୁ ଅନେକ ସ୍ଥାନରେ ମୃତ ଶିଶୁ ଠାବ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଆଉ ଏକ ମୃତ ଶିଶୁ ମିଳିଥିବା ଖବରରୁ ଜଣା ପଡିଛି। ଖବର ମୁତାବିକ, ଏକ ଅଳିଆ ଗଦାରେ ବ୍ୟାଗ ଭିତରୁ ଠାବ ହୋଇଛି ଶିଶୁ। ଅଳିଆ ଗଦାରୁ ମିଳିଥିବା…