ବେବି କେୟର ସେଣ୍ଟରରେ ଅଗ୍ନିକାଣ୍ଡ,…
ଓଏଲ୍ ବ୍ୟୁରୋ: ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଘଟିଛି ଦୁର୍ଘଟଣା। ଏକ ବେବି କେୟର ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ୭ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି। ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୧୨ ଜଣ ଶିଶୁଙ୍କୁ…