ବଡସାହି ଥାନା ଆଇଆଇସି ବଦଳି
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ପ୍ରତ୍ୟାହାର କରି ନିଆଯାଇଛି। ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦେଶ ଅନୁଯାୟୀ ଡ଼ିଆଇବିରୁ ଥାନାକୁ ଏହି ସୂଚନା ମିଳିଛି। ତାଙ୍କ ସ୍ଥାନରେ ବଡ଼ସାହି ଥାନାରେ…