ଟ୍ରମ୍ପ ଖୋଲିଲେ ଅପରେସନ୍ ବାଗଦାଦିର…
ୱାଶିଂଟନ୍: କୁଖ୍ୟାତ ଆତଙ୍କବାଦୀ ଆଇଏସଆଇ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ଆମେରିକା ଖତମ କରିଦେଇଛି। ଯାହା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ। ହେଲେ ତାଠୁ ଅଧିକ ଚର୍ଚ୍ଚାରେ ଗୋଟେ କୁକୁର। କାରଣ ଅପରେସନ୍ ବାଗଦାଦିକୁ ସଫଳ ରୂପ ଦେବା ପାଇଁ ଆମେରିକା ସେନାରେ ଥିବା ସାହାସୀ କୁକୁର ହିଁ ପ୍ରମୁଖ…