କେନ୍ଦ୍ରାପଡ଼ା: ନାଁ ନ ନେଇ ପୂର୍ବତନ…
କେନ୍ଦ୍ରାପଡ଼ା: ଜୁନ୍ ୧ ତାରିଖରେ ଓଡ଼ିଶାରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଶେଷ ପ୍ରୟାସ। ଆଜି ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଦେବା ସମୟରେ ସେ କେନ୍ଦ୍ରପଡ଼ାର…