ଚର୍ଚ୍ଚାରେ ହିନ୍ଦୀ-ଓଡ଼ିଆ…
ଭୁବନେଶ୍ବର: ବାଳ..। ଏଭଳି ଏକ ଶବ୍ଦ ଯାହା ଏବେ ଖୁବ୍ ଚର୍ଚ୍ଚିତ। ଆଜିର ସମାଜରେ ବାଳ ଅର୍ଥାତ କେଶ ହେଉଛି ମୁଖ୍ୟ ପ୍ରସଙ୍ଗ। କେଶ ଝଡ଼ିବା ଏବେ ଏକ ରୋଗ ପରି ବ୍ୟାପିଛି। କେଶ ଝଡ଼ିବା ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଥାନ୍ତି। ଚନ୍ଦା ଲୋକମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଥଟ୍ଟା ଉପହାସର ଶିକାର…