ପୋଲିସ କ୍ୱାଟର ସାଜିଛି ଭୋଗଶାଳା :ବିଜେପି
ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି ।
ଅନ୍ୟପଟେ ରାଜ୍ୟସରକାର ୫-ଟି ଏବଂ ମୋ ସରକାର ଦ୍ୱାହି ଦେଇ ବାହା ବାଃ…