ଚିଟଫଣ୍ଡ ଠକେଇ ମାମଲାରେ ୩ ଜଣଙ୍କୁ ଜେଲ୍
ଓଏଲ୍ ବ୍ୟୁରୋ : ବାଲେଶ୍ଵର ଚିଟଫଣ୍ଡ ଠକେଇ ମାମଲାରେ ତିନି ଜଣଙ୍କୁ ଜେଲଦଣ୍ଡ ମିଳିଥିବା ଜଣା ପଡ଼ିଛି। ଚିଟଫଣ୍ଡ ଠକେଇ ମାମଲାରେ ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ହୋଇଥିବା ସୂଚନା।
ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ୩ ନିର୍ଦ୍ଦେଶକ ହେଲେ…