ଚଳିତ ବର୍ଷ ହେବନି ବାଲିଯାତ୍ରା
କଟକ: ଚଳିତ ବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନି ସୂଚନା ଦେଇଛନ୍ତି। ଏଥିସହ ସାମୁହିତ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି।
କଟକରେ କରୋନା ସଂକ୍ରମଣକୁ ଏବଂ ଭିଡକୁ…