ପରିବା ବିକିଲେ ନିର୍ଦ୍ଦେଶକ ରାମବୃକ୍ଷ
ମୁମ୍ବାଇ : କରୋନା ସମସ୍ତଙ୍କର ଜୀବିକାକୁ ଠପ୍ କରିଦେଇଛି । ସଂକ୍ରମଣ କାରଣରୁ ଅନେକ ଲୋକ ନିଜ ଜୀବିକା ଛାଡି ଘରେ ବସିବାକୁ ବାଧ୍ୟ ହୋଇଥିଲେ ।ପରିବାରର ପେଟ ପୋଷିବା ପାଇଁ ଅନେକ ଲୋକ ଟଙ୍କା ଆୟ କରିବା ପାଇଁ ପରିବା ବିକିବା, ମାଟି ବୋହିବା ଭଳି କାମ କରୁଛନ୍ତି । ଲକଡାଉନ ସମୟରେ ଏଭଳି ଅନେକ ଘଟଣା ଆଖି…