ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ…
ପୁରୀ: ଆଜି ହେଉଛି ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ଦିବସ। ହେଲେ ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶୀକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି। ରାଜ୍ୟର ୨ ପ୍ରମୁଖ ଟିଭି ଚ୍ୟାନେଲର ପ୍ରତିନିଧିଙ୍କୁ ଆଜି ପୁରୀରେ ଆକ୍ରମଣ କରିଛନ୍ତି ଜଙ୍ଗଲ କର୍ମଚାରୀ।
ଏହି ଆକ୍ରମଣ ଆଉ କେହି କରିନାହାନ୍ତି , ବରଂ ଦୁଇଜଣ…