ପତଞ୍ଜଳିର ୧୪ଟି ଉତ୍ପାଦ ଉପରେ ବ୍ୟାନ୍…
ଓଏଲ୍ ବ୍ୟୁରୋ: ଦିନ ଗୁଡ଼ୁଛି ହେଲେ ଯୋଗ ଗୁରୁ ବାବା ରାମଦେବଙ୍କ ଅଡ଼ୁଆ ଥମୁନାହିଁ। ସୁପ୍ରିମକୋର୍ଟଙ୍କ ଛାଟ ପରେ ବାବା ରାମଦେବଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା। ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନ ମୁଡରେ। ପତଞ୍ଜଳିର ଦିବ୍ୟା ଫାର୍ମାସିର ୧୪ଟି ଉତ୍ପାଦକୁ ବ୍ୟାନ୍…