Odisha Link
Bridging the Missing Links in Odisha
Browsing Tag

BANGLADESH

ଭାରତୀୟ ସଂସଦରେ ବାଂଲାଦେଶ ଝଡ଼,…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ବାଂଲାଦେଶର ସରକାର ଭାଙ୍ଗିଯାଇଛି। ଏସବୁ ଭିତରେ ଭାରତୀୟ ସଂସଦରେ ଆଜି ବାଂଲାଦେଶକୁ ନେଇ ଝଡ ଦେଖିବାକୁ ମିଳିଛି। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି…

ଶାସନଗାଦିରୁ ହସିନାଙ୍କୁ ଗାଦିଚ୍ୟୁତ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୧ ତାରିଖରେ ଭାରତ ଆସିଥିଲେ ତତ୍କାଳୀନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରେଡ କାର୍ପେଟରେ ସ୍ବାଗତ କରିଥିଲେ। ହେଲେ ୪୫ ଦିନ ପରେ କାହାଣୀ ଭିନ୍ନ ମୋଡ଼ ନେଇଛି। ବାଂଲାଦେଶ ହିଂସା ମଧ୍ୟରେ ହସିନା ଭାରତ ଆସିଛନ୍ତି ହେଲେ ପୂର୍ବତନ…

ଆଜି ଭାରତ ବନାମ ବାଂଲାଦେଶ, ପ୍ରଥମେ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହା ପରେ ଶ୍ରୀଲଙ୍କା ସହ ଥିବା ମ୍ୟାଚରେ ବାଜି ମାରିଥିଲା ଭାରତ। ଯାହା ଦ୍ୱାରା ଫାଇନାଲ…

ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର…

ଓଏଲ୍‌ ବ୍ୟୁରୋ: ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ ଅଞ୍ଚଳରେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେହି ଅଞ୍ଚଳର ଲୋକ ଘର ବାହାରକୁ ଚାଲି…

ପ୍ରଥମ ଦିନିକିଆ ହାରିବା ପରେ ଟିମ୍‌…

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଧିମା ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କ ଉପରେ ଆର୍ଥିକ ଦଣ୍ଡ ଲଗାଇଛି ଆଇସିସି। ଦଣ୍ଡ ସ୍ୱରୂପ ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କାଟି ଦିଆଯାଇଛି। ପ୍ରଥମ ଦିନିକିଆରେ ଭାରତ ଆବଶ୍ୟକ ସମୟ ଭିତରେ…

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍…

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ। ଏହି ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା । ଦଳର ଷ୍ଟାର ପେସ୍‌ ବୋଲର ମହମ୍ମଦ ସାମି ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଯୁବ ପେସ୍‌ ବୋଲର ଉମରାନ୍‌ ମଲ୍ଲିକଙ୍କୁ ଦଳରେ…

ଭାରତ-ବାଂଲାଦେଶ ମ୍ୟାଚ୍, ପ୍ରଥମେ…

ଓଏଲ୍‌ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ବକପ୍‌ର ୩୫ ତମ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତୀୟ ଦଳ ଦଳ ପ୍ରଥ‌ମେ ବ୍ୟାଟିଂ କରିବ। ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର…

ଟି-୨୦ ବିଶ୍ବକପ୍‌: ଆଜି ବାଂଲାଦେଶ-ଟିମ୍‌…

ଓଏଲ୍‌ ବ୍ୟୁରୋ: ୨୦୨୨ ଫଟାଫଟ୍‌ କ୍ରିକେଟ ମହାକୁମ୍ଭର ୩୫ ତମ ମ୍ୟାଚ୍‌ ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ। ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ। ଏହି ହାଇଭୋଲଟେଜ ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ। ସେପଟେ ବାଲାଂଦେଶ…

ଭାରତର ମନ୍ତ୍ରୀ ହେଲେ ବାଂଲାଦେଶୀ!…

ନୂଆଦିଲ୍ଲୀ: ବୁଧବାର ହୋଇଥିଲା ଟିମ୍‌ ମୋଦୀର ନବକଳେବର। ଆଉ ସେଦିନ ମୋଦୀ କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ୩୫ ବର୍ଷୀିୟ ନିଶିଥ ପରମାଣିକ। ସେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ମନ୍ତ୍ରୀ ପଦ ପାଇବା ପରେ ନିଶିତ…

Fact Check: ବାଂଲାଦେଶ ସ୍ବାଧୀନତା,…

ଗତ ସପ୍ତାହରେ ବାଂଲୋଦଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେବା ଲାଗି ଢାକା ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଂଲା ମୁକ୍ତି ପାଇଁ ସେ ସତ୍ୟାଗ୍ରହ କରିଥିଲେ ଓ ଜେଲ୍‌ ମଧ୍ୟ ଯାଇଥିଲେ। ମୋଦିଙ୍କର ଏ ବକ୍ତବ୍ୟକୁ ନେଇ ଗତ ତିନିଦିନ ଧରି ଚର୍ଚ୍ଚା ଥମିନାହିଁ।…