ଶାସନଗାଦିରୁ ହସିନାଙ୍କୁ ଗାଦିଚ୍ୟୁତ…
ଓଏଲ୍ ବ୍ୟୁରୋ: ଜୁନ୍ ୨୧ ତାରିଖରେ ଭାରତ ଆସିଥିଲେ ତତ୍କାଳୀନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରେଡ କାର୍ପେଟରେ ସ୍ବାଗତ କରିଥିଲେ। ହେଲେ ୪୫ ଦିନ ପରେ କାହାଣୀ ଭିନ୍ନ ମୋଡ଼ ନେଇଛି। ବାଂଲାଦେଶ ହିଂସା ମଧ୍ୟରେ ହସିନା ଭାରତ ଆସିଛନ୍ତି ହେଲେ ପୂର୍ବତନ…