Odisha Link
Bridging the Missing Links in Odisha
Browsing Tag

BANGLADESH

୨ଦିନିଆ ବାଂଲାଦେଶ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ୨ଦିନିଆ ବାଂଲାଦେଶ ଗସ୍ତରେ ମୋଦୀ। କୋଭିଡ୍ ପର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଯାଇ ନ ଥିବା ବେଳେ ଆଜି ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ସକାଳ ୭:୪୫ରେ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛନ୍ତି। ମୋଦୀ ପୂର୍ବାହ୍ନ ୧୦ଟାରେ ଢାକାରେ ପହଞ୍ଚିବେ। ସେଠାରେ…

ମସଜିଦ୍‌ରେ ଏସି ବିସ୍ଫୋରଣ, ୧୨ ମୃତ ୨୫…

ବାଂଲାଦେଶ: ମସଜିଦ୍‌ରେ ଏସି ବିସ୍ଫୋରଣ। ବାଂଲାଦେଶର ଫତୁଲ୍ଲାହ ସହରର ଏକ ମସଜିଦ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏସି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏସି ବିସ୍ଫୋରଣ ହୋଇଥିଲା। ସୂଚନା ମୁତାବକ, ଫତୁଲ୍ଲାହ ସହରରେ ଥିବା ସଲାମ…

ବାଂଲା ଜାତିର ପିତା ମୁଜିବୁରଙ୍କ…

କୋଲକାତା: ବାଂଲା ମୁକ୍ତିଯୁଦ୍ଧର ଅଗ୍ରଣୀ ସାରଥି, ବାଂଲାଦେଶର ଜାତିର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶେଖ୍‌ ମୁଜିବୁର ରହେମାନ୍‌ଙ୍କ ଦୁଇଜଣ ହତ୍ୟାକାରୀକୁ ଭାରତରେ ଠାବ କରାଯାଇଛି। ୧୯୭୫ ମସିହାରେ ତତ୍‌କାଳୀନ ମୁଜିବୁର ବାଂଲାର ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କର ହତ୍ୟା…

ପଶ୍ଚିମବଙ୍ଗ: ମମତା ସରକାରର ମନ୍ତ୍ରୀଙ୍କୁ…

କୋଲକାତା: ବାଂଲାଦେଶ ସରକାର ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ଭିସା ଦେବ ନା ନାହିଁ ସ୍ପଷ୍ଟ କରିନି। ଫଳରେ ସିଦ୍ଦିକଉଲ୍ଲା ଆଜି ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି। ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ…

ବେଆଇନ୍‌ ଭାବେ ରହୁଥିବା ବାଂଲାଦେଶୀ…

ନୂଆଦିଲ୍ଲୀ: ବେଆଇନ୍‌ ଭାବେ ଭାରତରେ ରହୁଥିବା ବାଂଲାଦେଶୀ ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇନେବାକୁ ଚାହୁଁଛି ବାଂଲାଦେଶ ସରକାର। ଏନେଇ ସୋମବାର ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ କେ ଅବ୍‌ଦୁଲ ମୋମେନ କହିଛନ୍ତି। ଏଥିପାଇଁ ମୋମେନ୍‌ ବାଂଲାଦେଶୀ ନାଗରିକମାନଙ୍କ ଏକ ତାଲିକା ଭାରତକୁ ମାଗିଛନ୍ତି। ସୋମବାର…

ଭାରତ ବିପକ୍ଷ ମ୍ୟାଚରେ ସ୍ବତନ୍ତ୍ର…

ଲଣ୍ଡନ: ବାଲାଂଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଲାଂଦେଶ ୬୨ ରନ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ବାଲାଂଦେଶ ଟିମ୍‌ କ୍ରିକେଟ ମହାକୁମ୍ଭର ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଗ୍ରସର ହେଉଛି। ବାଲାଂଦେଶର ଆଗାମୀ ମୁକାବିଲା ଟିମ୍‌ ଇଣ୍ଡିଆ ସହ ଅଛି। ତେଣୁ ବାଲାଂଦେଶ…