ଆଜିଠୁ ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ
ନୂଆଦିଲ୍ଲୀ: ଆଜିଠୁ ଆସନ୍ତା ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ। ମୋବାଇଲ ଓ ଇଣ୍ଟରନେଟ୍ ବ୍ୟାଙ୍କିଂକୁ ବାଦ୍ ଦେଲେ ଦେଶରେ ଥିବା ସମସ୍ତ ବ୍ୟାଙ୍କ୍ ବନ୍ଦ ରହିବ। ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ।
କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର…