ବ୍ୟାଙ୍କ ଠକେଇ ମାମଲା: ୫ ଦୋଷୀଙ୍କୁ ୧୪…
ବାରିପଦା: ବ୍ୟାଙ୍କ୍ ଠକେଇ ମାମଲାରରେ ୫ ଦୋଷୀଙ୍କୁ ୧୪ ବର୍ଷ ଜେଲ୍। ଆଜି ବ୍ୟାଙ୍କ୍ ଠକେଇ ମାମଲାର ବିଚାର କରି ବାରିପଦା ସିଜେଏମ୍ ୫ ଜଣ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଜେଲ୍ ଦଣ୍ଡ ସହ ୧୭ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ତତକାଳୀନ ବିଏମ ଗିରିଜା ମିଶ୍ର, ଫିଲ୍ଡ ଅଫିସର…