ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି
ଭୁବନେଶ୍ୱର : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ରହିବ। ଏଥିପାଇଁ ଗ୍ରାହକମାନେ ଆଗୁଆ ନିଜର ଜରୁରୀ କାମ ସାରିଦେବାକୁ ପରାମର୍ଶ ଦିଆଯାଉଛି।
ସେପ୍ଟେମ୍ବର ୧ ତାରିଖ ରବିବାର ରହୁଥିବାରୁ ସ୍ୱାଭାବିକଭାବେ ବ୍ୟାଙ୍କ ଛୁଟି ରହିବ। ସୋମବାରଦିନ ଗଣେଶ ପୂଜା ପଡୁଛି, ଯାହାକି…