କଟକ ଫ୍ୟାମିଲି କୋର୍ଟରେ ହେବ ବର୍ଷା ଓ…
ଭୁବନେଶ୍ୱର: ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଶୁଣାଣି କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି। ସେମାନଙ୍କ ମାମଲାର ଶୁଣାଣି ପଟିଆଲା ହାଉସ୍ କୋର୍ଟ ପରିବର୍ତ୍ତେ କଟକରେ ମାମଲାର ଶୁଣାଣି ହେବ।
ଅନୁଭବଙ୍କ ଓକିଲ ନିଜର ପ୍ରତିକିୟା ପ୍ରକାଶ କରିଛନ୍ତି…