୨୮ ତାରିଖରେ ହେବ ଅନୁଭବ ଓ ବର୍ଷାଙ୍କ…
ଭୁବନେଶ୍ୱର : ଓଲିଉଡ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ମାମଲା କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି। ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ। ଆସନ୍ତା ୨୮ ତାରିଖରେ ଏହି…