Odisha Link
Bridging the Missing Links in Odisha
Browsing Tag

Barsha And Anuvab case

ବର୍ଷା ଅନୁଭବ ମାମଲା ଉପରେ…

ନୂଆଦିଲ୍ଲୀ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି। ଶୁଣାଣୀ କରି ସୁପ୍ରିମକୋର୍ଟ ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି।…

ବର୍ଷା-ଅନୁଭବ ବିବାଦ, ବର୍ଷାଙ୍କ ଆବେଦନ…

ନୂଆଦିଲ୍ଲୀ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷାଙ୍କ ଟ୍ରାନ୍ସଫର ପିଟିସନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ଜରିଆରେ…

ସେ କେବେ ବି ମୋତେ ସ୍ବାମୀ ଭାବେ ମାନି…

ଭୁବନେଶ୍ବର: ଦାମ୍ପତ୍ୟ ବିବାଦକୁ ନେଇ ପୁଣି ଟୁଇଟ୍‌ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବର୍ଷା ତାଙ୍କୁ କେବେ ବି ସ୍ବାମୀ ଭାବେ ଗ୍ରହଣ କରିନଥିବା କହିଲେ ଅନୁଭବ। ଆଜି ପୁଣି ବର୍ଷାଙ୍କୁ ଅନରେବଲ ମ୍ୟାଡାମ ବୋଲି କହିଛନ୍ତି ସାଂସଦ ଅନୁଭବ। ଥରଟିଏ ପାଇଁ ବି ଅନରେବଲ ମ୍ୟାଡାମ ସ୍ବାମୀ ଭାବେ ମାନି…

ବର୍ଷାଙ୍କୁ ଗ୍ରହଣ କରିବୁନି: ଅନୁଭବ

ଭୁବନେଶ୍ବର: ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟ୍ବଟ୍‌ କରିଛନ୍ତି। ମାନବାଧିକାର କର୍ମୀମାନେ ତାଙ୍କ ସହ ପ୍ରତାରଣା କରିଛନ୍ତି କହିଲେ ଅନୁଭବ। ଏହା ସହିତ ଅନୁଭବ ଆହୁରୀ ମଧ୍ୟ କହିଛନ୍ତି ଯେ, ତଥାକଥିକ ମାନବାଧିକାର କର୍ମୀମାନେ ଏମିତି ପ୍ରତାରଣା କରିବେ ବୋଲି…

କଥା ଦେଇ କଥା ରଖିଲେନି ଅନୁଭବ

ଭୁବନେଶ୍ବର: କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କାଲି ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଭେଟିନଥିବା ଅଭିଯୋଗ ହୋଇଛି। ଅନୁଭବଙ୍କ ଘରୁ ନିରାଶ ହୋଇ ଫେରିବା ପରେ ମାନବଧିକାର କର୍ମୀ ଅଭିଯୋଗ କରିଛନ୍ତି। ଆନ୍ତର୍ଜାତୀୟ ମାନବାଧିକାର କମିଶନ…

ଅଭିନେତ୍ରୀ ବର୍ଷାଙ୍କ ଘରେ ମାନବାଧିକାର…

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାଦ ଭିତରେ ଆଜି ବର୍ଷାଙ୍କୁ ମାନବାଧିକାରୀ କର୍ମୀ ଭେଟିଛନ୍ତି। ଆଲୋଚନା ସମୟରେ ବର୍ଷା କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଶାଶୂ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି। କେବଳ ଅନୁଭବ ଅନେକ ସମୟରେ ମଦ୍ୟପାନ…

ଅନୁଭବଙ୍କ ସପକ୍ଷରେ ବାହାରିଲେ ପ୍ରକୃତି

ଭୁବନେଶ୍ବର: ସାଂସଦ ତଥା ଅଭିନେତା ଅନୁଭବ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ଘଟଣାରେ ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏନେଇ ଟ୍ବଟର ଯୋଗ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରକୃତ। ପ୍ରକୃତି କହିଛନ୍ତି ଯେ, ଆପଣ ସମ୍ମାନନୀୟ ବ୍ୟକ୍ତି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ ।…

ବର୍ଷା ଅନୁଭବ ବିବାଦ ଘଟଣା: ଗଣେଶ ପୂଜାର…

ଭୁବନେଶ୍ବର: ବର୍ଷା-ଅନୁଭବ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି। ଏହି ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି। ଭିଡିଓରେ ଅନୁଭବଙ୍କ ଘରେ ଗଣେଶ ପୂଜାର ଦୃଶ୍ୟ…

ବର୍ଷା ଶାଶୁଘରେ ହିଁ ରହିବେ: ଓକିଲ

ଭୁବନେଶ୍ବର: ବର୍ଷା-ଅନୁଭବ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓକିଲଙ୍କ କହିବା ଅନୁସାରେ, କାଲି ବର୍ଷାଙ୍କୁ ଖାଦ୍ୟ ଦେଲା ବେଳେ ଭିଡିଓ ସୁଟିଂ କରାଯାଇଥିଲା। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍‌ ରୁମରେ ପଶି ସୁଟିଂ କରିଥିଲେ।…

ପୁଣି ସୁରକ୍ଷା ଲୋଡ଼ିଲେ ବର୍ଷା

କଟକ: ପୁରୀଘାଟ ଥାନାରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ଅଭିନେତ୍ରୀ ବର୍ଷା। କାଲି ଘରେ ଥିବାବେଳେ ୨ ଅଜଣା ଯୁବକ ଘରକୁ ପଶିଥିବା ଅଭିଯୋଗ କରିଥିଲେ ବର୍ଷା। ୨ ଅଜଣା ଯୁବକ ବେଡ଼ରୁମରେ ପଶି ଭିଡିଓ ସୁଟିଂ କରିଥିଲେ ବୋଲି କହିଥିଲେ ବର୍ଷା। ଘରେ…