ଧାନ କିଣା ଅର୍ଥ ଓଡ଼ିଶାର ଚାଷୀଙ୍କୁ…
ଓଏଲ୍ ବ୍ୟୁରୋ: ଧାନ କିଣା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଜେଡି ସକାଳେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବଜେଟରେ ଚାଷୀ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି କହିଛି। ଏଥିସହିତ କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସପିକୁ କେନ୍ଦ୍ର ନିଶ୍ଚିତ କରିବାକୁ ବିଜେଡି ଦାବି କରିଛି। ଅନ୍ୟପଟେ…