ବିଏମ୍ସି ଘେରିଲେ ବସ୍ତି ସୁରକ୍ଷା ମଞ୍ଚ
ଭୁବନେଶ୍ୱର: ସମସ୍ୟାର ସମାଧାନ ପାଇଁ ବିଏମ୍ସି ଘେରିଲା ବସ୍ତି ସୁରକ୍ଷା ମଞ୍ଚ। ୧୦ଦଫା ଦାବି ନେଇ ବିଏମ୍ସି ଘେରିଛନ୍ତି ବସ୍ତିବାସ୍ତିନ୍ଦା। ସରକାର ବସ୍ତିମୁକ୍ତ ସହର ଘୋଷଣା କରୁଥିବା ବେଳେ ବସ୍ତି ଭାଙ୍ଗି ନୂଆ ନୂଆ ବସ୍ତି ଗଢୁଥିବାର ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ। ଏନେଇ ରାଜଧାନୀର ବିଭିନ୍ନ…