BBC ସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ…
ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ଝିଅ ଦୂତୀ ଚାନ୍ଦ। ସାରା ବିଶ୍ବରେ ଜଣେ ଖ୍ୟାତିସମ୍ପନ୍ନ ସ୍ପ୍ରିଣ୍ଟର ଭାବେ ବେଶ୍ ଜଣାଶୁଣା ଥିବା ଦୂତୀଙ୍କୁ ମିଳିବ ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ। ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନରେ ୫ଜଣ ଖେଳାଳୀ ମନୋନୀତ…