Odisha Link
Bridging the Missing Links in Odisha
Browsing Tag

Bbsr

ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ…

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ଏନେଇ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଅଧକ୍ଷତାରେ ବସିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। କରୋନା ସଂକ୍ରମଣ…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଚିହ୍ନଟ…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହେଲେଣି ୯୩୮ ଡେଙ୍ଗୁ ରୋଗୀ। ୭ ହଜାର ୮୩୩ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଭୁବନେଶ୍ୱର ମହାନଗର ନିଗମ। ସ୍ଥିତିର ନିୟନ୍ତ୍ରଣ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ୨୮…

ଭୁବନେଶ୍ୱର ଏମ୍ସରେ ଲାଗିଲା ଇକମୋ ମେସିନ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଲାଗିଲା ଇକମୋ ମେସିନ୍। ପ୍ରଥମ ସରକାରୀ ଭାବରେ ଉଦଘାଟନ ହୋଇଛି ଇକମୋ ମେସିନ୍‌। ଆଜି ଏମ୍ସର ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକା ଉଦଘାଟନ କରିଛନ୍ତି। ତେବେ ଏହି ମେସିନ୍ ପରେ ଆଉ ଏକ ଇକମୋ ମେସିନ୍ ଆସିବ। ଆଗାମୀ ୧ ସପ୍ତାହ ମଧ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହେବ ବୋଲି…

ଏଣିକି ଘରେ ବସି ବିବାହ ଓ ଅନ୍ତ୍ୟେଷ୍ଟି…

ଭୁବନେଶ୍ଵର: କରୋନା ଦ୍ଵିତୀୟ ଲହର ମୁକାବିଲା ପାଇଁ ରାଜ୍ୟରେ ଜାରି ରହିଛି ୧୪ ଦିନିଆ ଲକଡାଉନ। ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଆଉ ସମସ୍ତ ଜିନିଷ ଉପରେ କଟକଣା ଜାରି କରାଯାଇଛି। ବାହାଘର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ ସୀମିତ ଲୋକଙ୍କୁ ନେଇ କରିବାକୁ ଅନୁମତି ମିଳିଛି। ହେଲେ ଏଥିପାଇଁ ଥାନାକୁ ଆସି…

ବେଟିଂ ରାକେଟର ପର୍ଦ୍ଧାଫାସ, ୫୦ ଲକ୍ଷ…

ଭୁବନେଶ୍ୱର: ବେଟିଂ ବେଳେ ଜବତ ହୋଇଛି ୫୦ ଲକ୍ଷ ଟଙ୍କା। ରାଜ୍ୟ ବାହାରୁ କିଛି ଲୋକ ଭୁବବେଶ୍ୱରରେ ବେଟିଂ କରୁଥିବା ବେଳେ ପୁଲିସ ଚଢଉ କରିଛି। ଓୟୋ ରୁମରେ ବେଟିଂ ରାକେଟର ପର୍ଦ୍ଧାଫାସ କରିଛି କମିଶନରେଟ ପୁଲିସ। ଚଢଉ ପୁଲିସ ଗୋଟିଏ କାର ସହ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ…

ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମଳିଲା…

ଭୁବନେଶ୍ବର: ଆଜି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟ କଳାରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନିଜର ନୂଆ ପରିଚୟ ସୃଷ୍ଟି କରିଛି। ଆସନ୍ତୁ…

ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା  ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟ କଳାରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନୂଆ ପରିଚୟ ସୃଷ୍ଟି କରିଛି।ଭୁବନେଶ୍ବର ଶିକ୍ଷା ହବ୍, ଆଇଟି…

ରାଜଧାନୀରୁ ୧୨୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ୧୨୦ କେଜି ଗଞ୍ଜେଇ ଜବତ।ବହୁ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ। ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। କଳିଙ୍ଗନଗର ଏକ ଭଡ଼ାଘରୁ ୧୨୦ କେଜି ଗଂଜେଇ ଜବତ କରାଯାଇଛି। ଘରଭଡ଼ା ନେଇ ଚୋରା ଚାଲାଣ କରୁଥିବା ୩ ମହିଳା ଓ ୨ ପୁରୁଷଙ୍କ ଗିରଫ କରିଛି ପୁଲିସ। ଜବତ…

ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍

ଭୁବନେଶ୍ବର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଥିବା ବେଳେ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କଲାଣି। ରାଜଧାନୀ ଭୁବନେଶ୍ବରରରେ  କରୋନା ସଂକ୍ରମଣ ଦ୍ରୁତ ଗତିର ବ୍ୟାପୁଛି।…

ଭିକ୍ଷୁକ ମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଭିକ୍ଷୁକ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଭିକ୍ଷୁକଙ୍କୁ ଥଇଥାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଯୋଜନା କରିଛି। ରାଜଧାନୀରେ ଭିକ୍ଷାବୃତ୍ତି ବନ୍ଦ ସହ ଭିକ୍ଷୁକଙ୍କୁ ଥଇଥାନ ନେଇ ନିଷ୍ପତ୍ତି ନେଇଛି ବିଏମ୍‌ସି। ଏଥିସହ ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ନେବା…