ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବିସିସିଆଇ…
ଓଏଲ୍ ବ୍ୟୁରୋ: ଆକ୍ସନ ମୁଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ। ଏଣିକି କ୍ରିକେଟରଙ୍କ ପରିବାରଜନଙ୍କ ପାଇଁ କଡ଼ା ନିୟମ ପ୍ରସ୍ତୁତ କରୁଛି ବିସିସିଆଇ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ…