Odisha Link
Bridging the Missing Links in Odisha
Browsing Tag

BCCI

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ। ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି। ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା…

“କୋହଲି ଓ ରୋହିତଙ୍କ ମଧ୍ୟରେ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଖୁଲାସା। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଷ୍ଟିଙ୍ଗ ଅପରେସନ୍‌ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏଭଳି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଭାରତୀୟ କ୍ରିକେଟର୍‌ମାନେ ନିଜକୁ ଫିଟ୍‌…

ନିଜକୁ ଫିଟ୍‌ ରଖିବା ପାଇଁ ଇଞ୍ଜେକସନ୍‌…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଖୁଲାସା। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଷ୍ଟିଙ୍ଗ ଅପରେସନ୍‌ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏଭଳି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଭାରତୀୟ କ୍ରିକେଟର୍‌ମାନେ ନିଜକୁ ଫିଟ୍‌…

WPL ୨୦୨୩: ମାର୍ଚ୍ଚ ୪ରୁ ଆରମ୍ଭ, କେବେ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ଜାରି କଲା ମହିଳା ପ୍ରିମିୟର ଲିଗ୍‌ (ଡ୍ଲୁପିଏଲ)ର ଖେଳସୂଚୀ। ନିଲାମୀ ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ନପୁରୁଣୁ ବିସିସିଆଇ ଜାରି କରିଛି ମହିଳା ପ୍ରିମିୟର ଲିଗ୍‌ ୨୦୨୩ର କ୍ରୀଡ଼ାସୂଚୀ। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜିଆଣ୍ଟସ୍, ୟୁପି…

ଶୃଙ୍ଖଳା ମୂଳପୋଛ କଲା ଭାରତ, ଦିନିକିଆରେ…

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚକୁ ଜିତିବା ସହିତ ଶୃଙ୍ଖଳା ମୂଳପୋଛ କଲା ଭାରତ। ୩ଟି ଯାକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ଶେଷ ଦିନିକିଆରେ ୩୮୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ…

ବିସିସିଆଇ ଚୟନ କମିଟିରେ ଓଡ଼ିଆ ପୁଅ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡରେ ଓଡ଼ିଆ ପୁଅ ଶିବସୁନ୍ଦର ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ବ। ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ସିନିୟର ଚୟନ କିମିଟିର ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ। କ୍ରିକେଟ ଆଡଭାଇଜରି କମିଟି ଆଜି ବିସିସିଆଇ…

ଶହେତମ ଟେଷ୍ଟରେ କ୍ଲିନ୍‌ ବୋଲ୍ଡ ବିରାଟ,…

ଓଏଲ୍‌ ବ୍ୟୁରୋ: ନୂଆ ମାଇଲ ଖୁଣ୍ଟ ଛୁଇଁଲେ ରନ୍‌ ମେସିନ୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ନିଜର ୧୦୦ ତମ ଟେଷ୍ଟ ଖେଳିଛନ୍ତି ବିରାଟ କୋହଲି। ହେଲେ ଦର୍ଶକଙ୍କୁ ନିରାଶ ହେବାକୂ ପଡ଼ିଛି। କାରଣ ନିଜର ଶହେତମ ଟେଷ୍ଟରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ବିରାଟ। ନିଜର ଶହେତମ ଟେଷ୍ଟ୍ ଖେଳୁଥିବା…

ଚିନ୍ତାରେ ବିସିସିଆଇ: ଖେଳାଳି ପଜିଟିଭ…

ଓଏଲ୍‌ ବ୍ୟୁରୋ: ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ ଉପରେ କରୋାନାର କଳା ବାଦଲ। ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ୫ ଖେଳାଳି ଓ ୨ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଦିନିକିଆ ସିରିଜ ଉପରେ କରୋନାର କଳା…

କୋହଲିଙ୍କ ବିରାଟ ନିଷ୍ପତ୍ତି ପରେ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ…

ବକ୍ସିଂ ଡେ ବିଜୟ ସହ ବର୍ଷ ଶେଷ କଲା…

ସେଞ୍ଚୁରିଆନ୍‌: ଦମଦାର ବିଜୟ ସହ ୨୦୨୧ ବର୍ଷକୁ ବିଦାୟ ଦେଇଛି ଟିମ୍‌ ଇଣ୍ଡିଆ। ପୁଣିଥରେ ବିଦେଶ ମାଟିରେ କମାଲ କଲା ଟିମ୍‌ ଇଣ୍ଡିଆ। ବକ୍ସିଂ ଡେ' ଟେଷ୍ଟରେ ସାଉଥଆଫ୍ରିକାକୁ ୧୩୩ ରନରେ ମାତ୍‌ ଦେଇ ବିଜୟ ହାସଲ କରିଛି ବିରାଟ ବାହିନୀ। ଏହି ବିଜୟ ସହ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିିଶିଷ୍ଟ ଟେଷ୍ଟ ସିରିଜରେ…