Odisha Link
Bridging the Missing Links in Odisha
Browsing Tag

BDO

ହୃଦଘାତରେ ବିଡିଓଙ୍କ ପରଲୋକ

ଭଦ୍ରକ: ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ହୃଦଘାତରେ ପରଲୋକ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେଉଛନ୍ତି ଦାମୋଦର ଖୁଣ୍ଟିଆ। ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ…

ବଗିଚା କାମ କରିବେ ବିଡିଓ

କଟକ: ଅଦାଲତ ଅବମାନନା କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ହାଇକୋର୍ଟ ଉକ୍ତ ପ୍ରଶାସନିକ ଅଧିକାରୀଙ୍କୁ ମାଳୀ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶାସନିକ ଅଧିକାରୀ ଜଣକ ହେଲେ ଭଦ୍ରକ ଜିଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ। କୌଣସି ଏକ…