ରାଜଧାନୀରେ କମିବ କୋଭିଡ୍ ହସ୍ପିଟାଲ୍…
ଭୁବନେଶ୍ବର: ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ରାଜଧାନୀରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ରାଜଧାନୀରେ ପ୍ରାୟ ସମସ୍ତ କୋଭିଡ୍ ହସ୍ପିଟାଲରେ ଅଧାରୁ ଅଧିକ ଶଯ୍ୟା ଖାଲି ରହିଛି। ତେଣୁ କୋଭିଡ୍ ହସ୍ପିଟାଲର ଶଯ୍ୟା କମାଇବାକୁ ବିଏମ୍ସି ଯୋଜନା କରିଛି। ଏନେଇ ବିଏମ୍ସି ପକ୍ଷରୁ…