ବେଡ୍ ରୁମ୍ରୁ ନାଗ ସାପ ଉଦ୍ଧାର
କଟକ: ବେଡ୍ ରୁମ୍ରୁ ନାଗ ସାପ ଉଦ୍ଧାର। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ ବେଡ଼ ରୁମରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଖୋଜାଖୋଜି ପରେ ସାପର ଦେଖା ମିଳିଲା ନଇଲା । କିନ୍ତୁ…