ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ
ଭୁବନେଶ୍ୱର: ପୁରୀ ଭଳି ଖୁବଶୀଘ୍ର ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ। ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି।
ଓଡ଼ିଶା ସରକାରଙ୍କ ସହାୟ ଯୋଜନାରେ ଥଇଥାନ ବ୍ୟବସ୍ଥା ହେବ। ଭିକ୍ଷୁକ ଓ…