ହକି ବିଶ୍ୱକପ୍ : ରାଜଧାନୀରେ ପହଞ୍ଚିଲା…
ଓଏଲ୍ ବ୍ୟୁରୋ : ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ହକି ବିଶ୍ୱକପ ପାଇଁ ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିସାରିଛି ବେଲଜିୟମ୍ ଟିମ୍। ୨୦୧୮ରେ ବେଲଜିୟମ୍ ଟିମ୍ ହକି ବିଶ୍ୱକପର ଚାମ୍ପିଅନ୍…