Odisha Link
Bridging the Missing Links in Odisha
Browsing Tag

Bhakta Charan das

ବିଜେଡ଼ି ଓ ବିଜେପି ସହ ଲଢ଼େଇ ଜାରି ରହିବ:…

ଭୁବନେଶ୍ବର: ମିଜୋରାମ ଓ ମଣିପୁର ପ୍ରଭାରୀ ହେବା ପରେ ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏନେଇ ଶ୍ରୀ ଦାସ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ କାମ କରାଯିବ। ନୂଆ ପ୍ରଭାରୀ ଚେଲ୍ଳାକୁମାର ନିଷ୍ଠାବାନ କର୍ମୀ ସେ କାହାଦ୍ବାରା ପ୍ରଭାବିତ…

ଆଉ ନିର୍ବାଚନ ଲଢିବିନି

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଆଉ ନିର୍ବାଚନ ଲଢିବେନି। ଏନେଇ ନିଜେ କହିଛନ୍ତି ଶ୍ରୀ ଦାସ। କଂଗ୍ରେସର ପଦଯାତ୍ରା ଅବସରରେ ଶ୍ରୀ ଦାସ ଏହା ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ଲୋକସଭା ଲଢିବି ନାହିଁ। ୯ଥର ନିର୍ବାଚନ ଲଢିସାରିଲିଣି। ଏଥିରୁ ୩ଥର ସାଂସଦ ହୋଇଥିବାବେଳେ…