ଦେଶକୁ ମିଳିଲା ପ୍ରଥମ କୋଭିିଡ ନାଜାଲ…
ଓଏଲ୍ ବ୍ୟୁରୋ: ବିଶ୍ୱରେ କୋଭିଡ୍ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ନାଜାଲ କୋଭିଡ ଟିକାକୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ । ଇଞ୍ଜେକଶନରେ ଦିଆଯାଉଥିବା ଟିକା ତୁଳନାରେ…