ଓଡ଼ିଶାର ୨ ସାଂସଦଙ୍କୁ ଗୁରୁ ଦାୟିତ୍ବ
ଓଏଲ୍ ବ୍ୟୁରୋ: ୪୦୦ ପାର ନାରା ଦେଇ ବିଫଳ ହେବା ପରେ ସଙ୍ଗଠନ ସ୍ଥିତିକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି। ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଦାୟିତ୍ବ ପ୍ରଦାନ କରାଯାଇଛି।…