ଆଜିବି ମନେ ପଡନ୍ତି ଭଜନ ସମ୍ରାଟ ଭିକାରୀ…
ଭୁବନେଶ୍ବର: କୋଟ ଭୋଗ ଖିଆ ମୋ ଚକା ଆଖିଆ। ମହାପ୍ରଭୁ ଜଗତର ନାଥ ଜଗନ୍ନଥଙ୍କର ଏହି ଭଜନ ଶୁଣିବା ମାତ୍ରକେ ଭକ୍ତ ମନରେ ଭକ୍ତି ଭାବ ଜାଗ୍ରତ ହେବା ସହିତ ମନ ପ୍ରଫୁଲ୍ଲିତ ହୋଇଥିଏ। ତା ସହିତ ଏହି ଭଜନ ଗାଇଥିବା ଭଜନ ସମ୍ରାଟ ଭିକାରୀ ବଳ ଆଜି ବି ମନେ ପଡନ୍ତି । ଯେପରି ତାଙ୍କ ସୁମଧୁର କଣ୍ଠରେ ମା ସରସ୍ବତି…