Odisha Link
Bridging the Missing Links in Odisha
Browsing Tag

Bhitarkanika

ପୁଣି ହେବ ଡଲଫିନ୍ ଗଣନା

ରାଜନଗର: ପୁଣି ଭିତରକନିକା ଓ ଗହୀରମଥାରରେ ହେବ ଡଲଫିନ୍ ଗଣନା। ଚଳିତ ମାସ ୧୭ ତାରିଖରେ ଡଲଫିନ୍‌ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ ଅଧିକାଂଶ ସ୍ଥାନରେ ଡଲଫିନ୍‌ ମିଳିନଥିଲା। ଆଜି ଠାରୁ ୯ଟି ଟିମ୍ ଡଲଫିନ୍ ଗଣନା ଆରମ୍ଭ କରିବେ।ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର…

ଭିତରକନିକାରେ ବଢ଼ିଲା ବଉଳା କୁମ୍ଭୀର…

ରାଜନଗର: ଭିତର କନିକାରେ ଅଧିକ ମାତ୍ରାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। କୁମ୍ଭୀରଙ୍କ ସଂଖ୍ୟ‌ା ୧୭୫୭ ରହିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି। ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ଜାତୀୟ…

ପୁଣି ଆଜିଠୁ ଖୋଲିଲା ଭିତରକନିକା

କେନ୍ଦ୍ରପଡ଼ା: ଦିର୍ଘଦିନ ଧରି ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା। ଚଳିତବର୍ଷ ରାଜନଗର , ମହାକାଳପଡ଼ା , କନିକା , ଗହିରମଥା ରେଞ୍ଜରେ ୨୨ଟି କୁମ୍ଭୀର ଗଣନା…

କାଲିଠୁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆସନ୍ତା କାଲିଠୁ କୁମ୍ଭୀର ଗଣନା ପାଇଁ କେନ୍ଦ୍ରାପଡ଼ାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ। ଭିତରକନିକାରେ ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୯ ଦିନ ଧରି କୁମ୍ଭୀରଙ୍କର ଗଣନା କରାଯିବ। ଏହି…

ଭିତରକନିକାରେ ସରିଲା ପକ୍ଷୀ ଗଣନା, ୧୨୧…

ପଟ୍ଟାମୁଣ୍ଡାଇ : ଚଳିତ ବର୍ଷ ପାଇଁ ଭିତରକନିକାରେ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ଆଜି ସରିଯାଇଛି। ଭିତରକନିକାକୁ ଚଳିତ ବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିବା ଜଣାପଡିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୧୬ ପ୍ରଜାତିର ୧୭ ହଜାର ୭୬୬ଟି ପକ୍ଷୀ ଅଧିକ ରହିଛନ୍ତି । ତେବେ ଏହି ବୃଦ୍ଧି…

ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା…

କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି। ଏହି ଗଣନା ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ ଚାଲିବ । ଏନେଇ ପାଞ୍ଚଟି ରେଞ୍ଜରେ ୧୬ ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟି ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିବାକୁ…

୧୯ରେ ଖୋଲିବ ଭିତରକନିକା

ଭୁବନେଶ୍ୱର: କରୋନା କାଳରେ ଦୀର୍ଘ ୭ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଅଭୟାରଣ୍ୟ ଆସନ୍ତା ୧୯ ତାରିଖରେ ଖୋଲିବାକୁ ଯାଉଛି। ଏନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟୟ ସୂଚନା ଦେଇଛନ୍ତି। ଖୋଲିବା ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଥିବା ଜଣାପଡ଼ିଛି।

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ଆଜିଠୁ କେନ୍ଦ୍ରାପଡ଼ା ସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। କୋଭିଡ଼ କଟକଣା ଓ ଗାଇଡ଼ଲାଇନ ସଠିକ ଓ କଡାକଡି ଭାବେ ପାଳନ କରାଯିବ। ବର୍ତ୍ତମାନ କେବଳ କଟେଜରେ ରାତ୍ରୀଯାପନ କରୁଥିବା…

ପହିଲାରୁ ଖୋଲିବ ଭିତରକନିକା ଅଭୟାରଣ୍ୟ

ଭୁବନେଶ୍ବର: କରୋନା କାଳରେ ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ମାସ ପହିଲାରୁ ଖୋଲିବାକୁ ଯାଉଛି ଭିତରକନିକା ଅଭୟାରଣ୍ୟ। ତେବେ ଏନେଇ କିଛି କଟକଣା ମଧ୍ୟ ରହିଛି। କରୋନା କଟକଣା କାରଣରୁ ଦିନରେ ପର୍ଯ୍ୟଟକଙ୍କୁ ଏଠାକୁ ପ୍ରବେଶ ଅନୁମତି ମିଳିବନି। କେବଳ ଡାଙ୍ଗମାଳ ଅଞ୍ଚଳରେ ରାତ୍ରି ଯାପନ ପାଇଁ…

ଆଜିଠୁ ଆରମ୍ଭ ହେଲା ଭିତରକନିକାରେ…

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ବିଦେଶାଗତ ପକ୍ଷୀମାନଙ୍କ ଗଣନା କାମ। ଆଜି ଠାରୁ ଏହି ପକ୍ଷୀମାନଙ୍କ ଗଣନା କରାଯିବା ନେଇ ବନବିଭାଗ ନିଷ୍ପତି ନେଇଛି । ଏହି ପକ୍ଷୀ ମାନଙ୍କ ଗଣନା ପାଇଁ ୧୮ ଟି ଟିମ ଗଠନ ହୋଇଛି । ପ୍ରତି ଟି ଟିମ ରେ ୪ ରୁ ୫ ଜଣ ସଦସ୍ୟ ରହିଛନ୍ତି । ଏହି ଗଣନା…