ବିହାର: ବିଧାନସଭା ଭିତରେ ବିଧାୟକଙ୍କୁ…
ପାଟଣା: ବିହାର ବିଧାନସଭାରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ବିହାର ସ୍ୱତନ୍ତ୍ର ପୋଲିସ ବିଧେୟକକୁ ନେଇ ବିଧାନସଭା ପରିସରରେ ହୋଇଛି ହଙ୍ଗାମା। ସଦନ ଭିତରେ ବିହାର ପୋଲିସ ଆରଜେଡି ବିଧାୟକ ସତୀସ୍ କୁମାରଙ୍କୁ ପ୍ରବଳ ପିଟିଛି। ଏହାପରେ ବିଧାନସଭା ପରିସରରୁ ବିଧାୟକଙ୍କୁ ଷ୍ଟ୍ରେଚର ମାଧ୍ୟମରେ ମେଡିକାଲ…