Odisha Link
Bridging the Missing Links in Odisha
Browsing Tag

BIHAR

ଟିକା ନାହିଁ ତ ଦରମା ନାହିଁ

ପାଟନା: ଟିକା ନାହିଁ ତ ଦରମା ନାହିଁ। ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ। ଏଭଳି ଏକ ଅଜବ ନୋଟିସ ଜାରି କରିଛନ୍ତି ଜିଲ୍ଲା ଅଧିକାରୀ। ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି। ଏହି ନୋଟିସରେ କୁହାଯାଇଛି,…

ମେ’ ୨୫ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି…

ପାଟନା: ଦେଶରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାରେ ଲାଗିଛନ୍ତି। ଆଜି ମହାରାଷ୍ଟ୍ର ସରକାର ଲକଡାଉନ ଅବଧିକୁ ଜୁନ୍‌ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଥିବା ବେଳେ ଏବେ ବିହାର ସରକାର ମଧ୍ୟ ଲକଡାଉନ ଅବଧି ବୃଦ୍ଧି…

ବିବାହର ୬ ଘଣ୍ଟା ପରେ ସ୍ତ୍ରୀଙ୍କ…

ବିହାର: ବେଦୀରେ ପରକନ୍ୟା ବିବାହ କଲେ। ସାତ ଜନ୍ମର ସାଥି ହେବାକୁ ଶପଥ ବି ନେଲେ। ମାତ୍ର ବିବାହ କରିବାର ୬ଘଣ୍ଟା ପରେ ପ୍ରାଣ ହରାଇଲେ ନବବଧୂ। ପାଲିଙ୍କିର ବସି ଶାଶୁ ଘରକୁ ଯିବା ବଦଳରେ ଉଠିଲା କୋକେଇ। ସ୍ୱାମୀ କଲେ ଅନ୍ତ୍ୟେଷ୍ଟି କ୍ରିୟା। ଏଭଳି ଏକ ଅତି ଦୁଃଖଦ ଘଟଣା ଘଟିଛି ବିହାର ମୁଙ୍ଗେର ଜିଲ୍ଲାର…

ଜ୍ବାଇଁକୁ ହତ୍ୟା: ଝିଅକୁ ବିଧବା କଲେ…

ପାଟନା: ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଧବା ଝିଅ। ବିହାରର ବେଗୁସରାୟ ଜିଲ୍ଲାର ଏସପିଙ୍କ ନିକଟରେ ନିଜ ବାପାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୋ ପିତା ମୋ ସ୍ବାମୀଙ୍କ ହତ୍ୟାକାରୀ। ମୁଁ ଭଲ ପାଇ ବିବାହ କରିଥିବାରୁ ମୋ ବାପା ମୋତେ ବିଧବା ବନେଇ ଦେଲେ। ଏମିତି କିଛି ଆକୁଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

କତିହାର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ମୃତ। ଏହି ଦୁର୍ଘଟଣାଟି ବିହାର କତିହାରରେ ନିକଟରେ ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବିହାର କତିହାର କୁରସେଲା ଥାନା ଅଞ୍ଚଳରେ ଜାତୀୟ…

ପିଶାଚ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ…

ପାଟନା: ଶିକ୍ଷକ ନାଁରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରି ଶେଷରେ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବିହାରର ସହରସା ଅଞ୍ଚଳରେ। ସୂଚନା ମୁବତାବକ, ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ବର୍ଷ ଧରି ଦୁଷ୍କର୍ମ…

ରାଜ୍ୟସଭା ଯିବେ ସୁଶୀଲ ମୋଦୀ, ପୂର୍ବତନ…

ନୂଆଦିଲ୍ଲୀ: ବିହାର ରାଜନୀତିର ଜଣାଶୁଣା ଚେହେରା ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ‌୍। ବିଜେପି ତାଙ୍କୁ ଆଗାମୀ ରାଜ୍ୟସଭା ଉପ-ନିର୍ବାଚନ ୨୦୨୦ର ଆଶାୟୀ ପ୍ରାର୍ଥୀ କରିଛି। ଏବେ ବିହାର ରାଜନୀତିକୁ ବାଏ ବାଏ କରି ଦିଲ୍ଲୀରେ ରାଜନୀତି କରିବେ। ଲୋକ ଜନଶକ୍ତି…

ବିହାର ମହାମେଣ୍ଟରେ ଫାଟ! ଆରଜେଡି ନେତା…

ପାଟନା: କରୋନା କାଳରେ ସରିଛି ବିହାର ନିର୍ବାଚନ। ଗୋଟିଏ ପଟେ ଏନଡିଏ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ମହାମେଣ୍ଟରେ ଦେଖା ଯାଇଛି ଫାଟ। ଆଜି ଅପରାହ୍ନରେ ନୀତିଶ କୁମାର ୭ମ ଥର ଭାବେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ…

ବିହାର: ଅପରାହ୍ନ ୪ଟା ୩୦ରେ ଶପଥ ନେବେ…

ପାଟନା: ଆଜି ଅପରାହ୍ନରେ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଲଗାତାର ୪ର୍ଥଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବିକ ବିଜେପିର ଦୁଇ ଜଣ ନେତା ଉପମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ନେତା ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ…

ବିହାର ନିର୍ବାଚନ ଫଳାଫଳ: ଏନଡିଏ ୧୨୫…

ବିହାର: ଆଜି ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ମତଗଣନା ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଥିବା ବେଳେ ଏବେ ଏନଡିଏ ସରକାର ଗଠନ କରିବା ଭଳି ପରିସ୍ଥିତି ଆଡକୁ ମୁହାଉଁଥିବା ଜଣାପଡୁଛି। ମିଳିଥିବା…