ଶାଶୁ-ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ
ବିଜନୌର: ଶାଶୁ-ଶ୍ବଶୁରଙ୍କୁ ନିର୍ମମ ଭାବେ ହତ୍ୟା କଲା ଜ୍ବାଇଁ। ଅନ୍ୟ ଜଣେ ଜ୍ବାଇଁ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଛି।…