Odisha Link
Bridging the Missing Links in Odisha
Browsing Tag

Biju Janata Dal

ରାଜନୀତିକୁ ଓହ୍ଲାଇବେ ୫-ଟି ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ଚାକିରିରୁ ଭି.କେ ପାଣ୍ଡିଆନ୍‌ ସ୍ବେଚ୍ଛାକୃତ ଅବସର ନେବା ପରଠୁ ଓଡ଼ିଶା ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଛି। ପାଣ୍ଡିଆନ୍‌ ସିଧାସଳଖ ରାଜନୈତିକ ରଣକ୍ଷେତ୍ରକୁ ଓହ୍ଲାଇବେ ନା ନାଇଁ ତାକୁ ନେଇ ଅନେକ ପ୍ରଶ୍ନ। ତେବେ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିବାକୁ ଯାଉଛି। କାରଣ…

ମହିଳା ସଂରକ୍ଷଣ ନୀତି ଲାଗୁ କରିପାରେ…

ଭୁବନେଶ୍ବର: ୨୭ ବର୍ଷର ଅପେକ୍ଷା ପରେ ଦେଶରେ ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେବାକୁ ଯାଉଛି। ମାତ୍ର ଦୁଇଦିନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ସହ ସଂସଦ ଓ ବିଧାନସଭାରେ ଅତି କମରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରତିନିଧି ବସିବା ଲାଗି ବାଟ ଫିଟିଛି। ତେବେ ଏହି ବିଲ୍‌ ବାବଦରେ…

ଛେନାପୋଡ଼, ରସଗୋଲା ଆମ ସଂସ୍କୃତି ନୁହେଁ:…

ଭୁବନେଶ୍ବର: 'ରସଗୋଲା ଓ ଛେନାପୋଡ଼ ଖାଆନ୍ତୁନାହିଁ। ଯେଉଁଥିରେ ଚିନିପଡ଼ିଲା ତାହା ବିଷ। ଘରେ ଚିନି କି ଚିନି ମିଶିଥିବା ଜିନିଷ ପୂରାନ୍ତୁନାହିଁ। ଚିନି ତିଆରି ଜିନିଷକୁ ଯିଏ ସଂସ୍କୃତି କହିଲା ତାହାଠାରୁ ଦୂରେଇ ରହନ୍ତୁ।' ଏକଥା କହିଛନ୍ତି ବିଜୁ ଜନତା ଦଳର ଜଣେ ଯୁବନେତା ସତ୍ୟଜିତ ମିଶ୍ର। ନିକଟରେ…

ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଛନ୍ତି। ହେଲେ ଅନ୍ୟପଟେ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି…

ଅଗ୍ରିଆ ସମାଜ ପାଇଁ ଭବନ ଘୋଷଣା ପରେ…

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ' ୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା…

ବର୍ଷକ ତଳେ କହିଥିଲେ, ‘ମୁଁ…

ଭୁବନେଶ୍ବର: ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାରେ ପୂର୍ବତନ ସାଂସଦ ତଥାଗତ ସତପଥୀ। ଗତବର୍ଷ ତଥାଗତ ସତପଥୀ ଏକ ବଡ଼ ବୟାନ ରଖିଥିଲେ। ସେ କହିଥିଲେ, ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି। ଅନ୍ୟପଟେ ଆଜି ବିଜୁ ଜନତା ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବରେ…

ପଦ୍ମପୁର ପାଇଁ ପ୍ରସ୍ତୁତି, ବିଜେଡି ମଙ୍ଗ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ପରାଜିତ ହୋଇଥିବା ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ କଲାଣି ଅଙ୍କକଷା। ନିର୍ବାଚନ ପାଇଁ ୧୦ ତାରିଖ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି। ତାପୂର୍ବରୁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ଏଥିସହିତ ସ୍ଥାନୀୟ ନେତାଙ୍କ ଉପରେ ଭରସା ରଖି ଗୁରୁ…

ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା…

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ। ୧୯୯୭ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। କୋଭିଡ କଟକଣା ଭିତରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳ ପକ୍ଷରୁ ସକାଳେ…

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର:…

ଭୁବନେଶ୍ୱର : କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦେଓ କହିଛନ୍ତି…

BJD ଇତିହାସରେ ପ୍ରଥମ: ରାଜ୍ୟ…

ଭୁବନେଶ୍ବର: ବିଜୁ ଜନତା ଦଳରେ ଜଣେ ନେତା କୌଣସି ପଦବୀ ପ୍ରାପ୍ତ ହେବା ପରେ ତାଙ୍କୁ ଦଳ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯିବା ଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ…