୨୫ ବର୍ଷର ରାଜନୀତି: ନବୀନ ହାରିଛନ୍ତି ୩…
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିକୁ ନୂଆ ଟ୍ରେଣ୍ଡର ଦିଶା ଦେଖାଇଛି ଧାମନଗର ଉପନିର୍ବାଚନ ଫଳାଫଳ। ବିଜେଡି ସରକାରରେ ଥିବା ସତ୍ତ୍ବେ ଧାମନଗରରେ ଅମାନତ ହରାଇଛି ଦଳ। ସେହିପରି ୨୦୦୯ ପରଠୁ ଉପନିର୍ବାଚନ ହାରି ଆସୁଥିବା ଭାରତୀୟ ଜନତା ପାର୍ଟି ପ୍ରଥମଥର ପାଇଁ ଉପନିର୍ବାଚନ ଜିତି ଶାସକ ଦଳ ବିଜୁ ଜନତା ଦଳକୁ…