ଚିତ୍ରକୋଣ୍ଡାରେ ବାଇକ୍ ଆମ୍ବୁଲାନ୍ସ…
ଓଏଲ୍ ବ୍ୟୁରୋ : ଦୁର୍ଗମ ଅଞ୍ଚଳବାସୀଙ୍କ ସୁବିଧା ଦେବା ପାଇଁ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ ସେବା, ଯାହାଦ୍ୱାରା ଉପକୃତ ହେବେ ରୋଗୀ। ଏହି ସେବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ…