ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ
ଭୁବନେଶ୍ବର : ରାଜଭବନ ପରିସରରେ ଓଡିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମ୍ୟବାଦୀ ଜନନେତା ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କରିଥିଲେ ।
କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ବିଧାୟକ ୧୯୫୦ ମସିହାର ରାଜ୍ୟସଭା ସଦସ୍ୟ, ଏତିହ୍ୟ ପଟିଆବନ୍ଧ ବିନ୍ଧାଣୀ ସ୍ବାଧୀନତା ସଂଗ୍ରାମୀ ଜୀବନରେ ସାଢ଼େ…