ବାର୍ଡ଼ ଫ୍ଲୁ ପାଇଁ ଆଜି ବି ଜାରି ରହିବ…
ଭୁବନେଶ୍ବର: ଓୟୁଏଟିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଜାରି ବି ରହିଛି କୁକୁଡା ମରା ଅଭିଯାନ। ଓୟୁଏଟିରୁ ୧ କିଲୋମିଟର ପରିଧି ମଧ୍ୟରେ କୁକୁଡ଼ା ମରାଯାଉଛି। ୧ ରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସ୍ଥିତିର ତଦାରଖ କରାଯାଉଛି। ଅନ୍ୟ ଅଞ୍ଚଳକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପ୍ରତି ବିଶେଷ ଧ୍ୟାନ…