ମୁଁ ଏବେ ବି ଫିଟ୍ : ଦାମ ରାଉତ
ଓଏଲ୍ ବ୍ୟୁରୋ: ୮୧ ବର୍ଷରେ ପଦାର୍ପଣ କରିଛନ୍ତି ବରିଷ୍ଠ ରାଜନେତା ଦାମଦୋର ରାଉତ। ଜନ୍ମଦିନ ଉପଲକ୍ଷେ ବିଜେଡିର ଏହି ପୂର୍ବତନ ନେତାଙ୍କ ନିକଟକୁ ଛୁଟିଛଇ ଶୁଭେଚ୍ଛାର ସୁଅ। ବହୁ ବରିଷ୍ଠ ନେତା, ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି ଦାମ ରାଉତଙ୍କୁ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।…