ବିରୁପା ନଦୀର ପୋଲରେ ୬ ଦିନ ପାଇଁ କଟକଣା
ଭୁବନେଶ୍ବର : ଭୁବନେଶ୍ବରରୁ କଟକ ଯିବା ବେଳେ ମହାନଦୀର ମଝି ବ୍ରିଜ୍ ,କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍ ରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି।
ଆଜି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁଥିବାରୁ ବ୍ରିଜ୍…