‘ଯାହାକୁ ତେଲ ଦର ବାଧୁଛି, ସେ…
ଭୁବନେଶ୍ବର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଯାହାରି ଫଳରେ ଦେଶରେ ଅନ୍ୟ ସାମଗ୍ରୀର ଦର ଦାମ୍ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୂଚନାଥାଉକି,…