ମହଙ୍ଗା ପଡ଼ିଲା ଦାଦାଗିରି, ଗିରଫ ହେଲେ…
ଝାରସୁଗୁଡ଼ା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀଙ୍କୁ ପଢାଉଛନ୍ତି ଶାଳିନତାର ପାଠ। ହେଲେ କର୍ମୀ ଭୁଲି ଯାଉଛନ୍ତି ପାଠ। ଜଣେ ବିଜେଡି ନେତା ଏବେ ଦାଦାଗିରି କରି ଚର୍ଚ୍ଚାରେ। ହେଲେ ମହଙ୍ଗା ପଡିଲା ପୁଲିସ୍ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ…