ବିଜେପୁର: ନବୀନ, ସୌମ୍ୟଙ୍କୁ ପଛରେ…
ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ବାଜିମାତ୍ ମାରିଛି ବିଜେଡି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ଲାଭ କରିଛନ୍ତି। ଏଥିସହିତ ନୂଅ ରେକର୍ଡର ଅଧିକାରୀ ହୋଇଛନ୍ତି ରୀତା ସାହୁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପଛରେ ପକାଇଛନ୍ତି…